in ,

କିନ୍ନର ପାଳିଲେ ସାବିତ୍ରୀ ଓଷା | Savitri Pooja by Transgender | OdishaLIVE Exclusive

ଭୁବନେଶ୍ୱର ପଳାଶପଲ୍ଲିସ୍ଥିତ ବଟ ବୃକ୍ଷ ମୂଳରେ ଏକାଠି ହୋଇଛନ୍ତି କିନ୍ନରା ହାତରେ ଶଙ୍ଖା, ମଥାରେ ସିନ୍ଦୁର ଓ ପରିଧାନ କରିଛନ୍ତି ନୂଆ ଶାଢ଼ିା ହାତରେ ଭୋଗ ସାମଗ୍ରୀ ନେଇ କିନ୍ନରମାନେ ଆଜି ପୂଜାର୍ଚ୍ଚନା କରିଛନ୍ତିା ଶଙ୍ଖ ହୁଳହୁଳିରେ ଫାଟି ପଡ଼ୁଛି ପରିବେଶା ଆଜି ସାବିତ୍ରୀ ଅମାବାସ୍ୟା। ଓଡ଼ିଆ ଘରେ ଏହି ପର୍ବଟିକୁ ସଧବାମାନେ ପାଳନ କରିଥାନ୍ତିା ସ୍ୱାମୀଙ୍କ ସୁସ୍ଥ ଶରୀର ଓ ନୀରାମୟ ଜୀବନ କାମନା କରି ବ୍ରତ ରଖିଥାନ୍ତି ସଧବା ନାରୀ। ତେବେ ଏଥିରୁ ବାଦ୍ ପଡ଼ି ନାହାନ୍ତି କିନ୍ନର। ପରମ୍ପରା ଅନୁଯାୟୀ ଗୁରୁଙ୍କ ଦୀର୍ଘାୟୁ କାମନା କରି କିନ୍ନରମାନେ ପାଳିଛନ୍ତି ସାବିତ୍ରୀ ଓଷା।

For Full Story: https://bit.ly/2JThEot

4:26

Raghunandan Das | BJD Winning Candidate, Balikuda – Erasama | Interview

27:54

In a conversation with Dr Mrutyunjay Mahapatra, DG, IMD | OdishaLIVE Exclusive