in , ,

ଏମିତି ତିଆରି କରିବେ ମହୁଲ ପୋଡ଼ପିଠା | Making of Mahula Podapitha @ Panthanivas, Bhubaneswar

ବରଷକେ ଥରେ ଆସିଛି ରଜ। ରଜ ଆସିଲେ ଘରେ ଘରେ ପିଠାପଣାର ଆସର ବେଶ୍ ଜମିଥାଏ। ଆରିଷା, କାକରା, ପୋଡ, ମଣ୍ଡା ଭଳି ନାନାଦି ପିଠାର ବାସନାରେ ମହକୁଥାଏ ପ୍ରତିଟି ଘର। ତେବେ ସମସ୍ତଙ୍କ ପକ୍ଷେ ସବୁ ପିଠା ତିଆରି କରିବା ସାଧାରଣତଃ ସମ୍ଭବ ହୋଇନଥାଏ। ଏହାକୁ ଆଖି ଆଗରେ ରଖି ତଥା ଭୁବନେଶ୍ୱରରେ ରଜର ସମ୍ପୂର୍ଣ୍ଣ ଆନନ୍ଦ ଦେବାପାଇଁ ପ୍ରତି ବର୍ଷ ପାନ୍ଥନିବାସ ପକ୍ଷରୁ କରାଯାଇଥାଏ ବିଭିନ୍ନ ଆୟୋଜନ।

4:51

A Complete Tour to Deva Snana Yatra of Lord Jagannath

5:09

Odia Traditional Pitha – Manda, Kakara | Making @ Panthanivas, Bhubaneswar