in ,

Dr Tapan Kumar Chand, NALCO CMD appeals to Support Rebuild Cyclone Hit Odisha

ଭୟଙ୍କର ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯେଉଁ କ୍ଷୟକ୍ଷତି ଘଟିଛି ତାହା ଅବର୍ଣ୍ଣନୀୟ। ବିଶେଷକରି ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଲୋକଙ୍କ ଜୀବନ ଜୀବିକାକୁ ଉଜାଡ଼ି ଦେଇଛି ଏହି ବାତ୍ୟା। ତେଣୁ ଓଡ଼ିଶାର ଏହି ଦୁର୍ଦ୍ଦିନ ସମୟରେ ସବୁ ପ୍ରକାର ସହଯୋଗ ଦେବା ପାଇଁ ଆଗେଇ ଆସିବାକୁ ଦେଶ ବିଦେଶର ଶିଳ୍ପ ସମୂହ, ବୁଦ୍ଧିଜୀବୀ, ବିଶେଷକରି ଓଡ଼ିଶା ଓ ଭାରତ ବାହାରେ ଥିବା ଓଡ଼ିଆମାନଙ୍କୁ ଆହ୍ୱାନ ଦେଇଛନ୍ତି ନାଲକୋ ସିଏମଡି ଡକ୍ଟର ତପନ କୁମାର ଚାନ୍ଦ।

1:36

Cyclone Fani Impact | Sujata Nagar, Puri | OdishaLIVE Exclusive

2:02

FANI Aftermath: CM Naveen Patnaik conducts aerial survey of cyclone-hit areas