ବାତ୍ୟା ‘ଫନି’ ପରେ ରାଜଧାନୀରେ ଆଜିଠୁ ଖୋଲିଲା ଆହାର କେନ୍ଦ୍ର। ବାତ୍ୟା ପାଇଁ ଭୁବନେଶ୍ୱରରେ ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ କରାଯାଇଥିଲା। ତେବେ ବାତ୍ୟା ପରେ ଆଜିଠୁ ପୁଣିଥରେ ରାଜଧାନୀର ସମସ୍ତ ୧୧ଟି ଆହାର କେନ୍ଦ୍ର ଖୋଲିଛି। Aahar Centre (ଆହାର କେନ୍ଦ୍ର) to serve lunch from today at Bhubaneswar after cyclone Fani