in ,

Painless Knee Replacement Surgery @ Care Hospitals, Bhubaneswar | ପେନ୍‌ଲେସ ନି ରିପ୍ଲେସମେଣ୍ଟ ସର୍ଜରି

ଏପ୍ରିଲ୍ ୨୫ ତାରିଖ ଦିନ ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ୍‌ରେ ଅତ୍ୟାଧୁନିକ ପେନ୍‌ଲେସ ନି ରିପ୍ଲେସମେଣ୍ଟ ସର୍ଜରି ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ରୋଗୀ ସୁବାସ ଚନ୍ଦ୍ର ପଟ୍ଟନାୟକ ଅପରେସନ୍‌ର ୪ ଘଣ୍ଟା ମଧ୍ୟରେ ଚାଲିବାକୁ ସକ୍ଷମ ହୋଇଛନ୍ତି।

Mahakalapada BJD MLA Candidate Atanu Sabyasachi Nayak | Interview

SRC, Bhubaneswar briefs Media over preparedness for Fani