in , ,

Odishara Baraputra Awards | Ama Utkarsha Odisha, Mumbai (ଆମ ଉତ୍କର୍ଷ ଓଡ଼ିଶା)

ମୁମ୍ବାଇ ମହାନଗରୀରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଖାଦ୍ୟ ରୁଚି ଏବଂ ଅନନ୍ୟ ବସ୍ତ୍ରଶିଳ୍ପର ଆକର୍ଷଣୀୟ ସମ୍ଭାରକୁ ନେଇ ଆୟୋଜିତ ହୋଇଥିଲା ଦୁଇଦିନିଆ ବିଶାଳ କାର୍ଯ୍ୟକ୍ରମ ‘ଆମ ଉତ୍କର୍ଷ ଓଡ଼ିଶା’। ସ୍ଥାନୀୟ ଓଡ଼ିଆମାନଙ୍କ ପକ୍ଷରୁ ନଭି ମୁମ୍ବାଇର ସିଡ୍‌କୋ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଅନନ୍ୟ ତଥା ବିରଳ କଳା ପରମ୍ପରାର ଜବରଦସ୍ତ ପ୍ରଦର୍ଶନ କରାଯାଇଥିଲା।

ଏହି ଅବସରରେ ୪ ଜଣ ବିଶିଷ୍ଟ ଓଡ଼ିଆଙ୍କୁ ‘ଓଡ଼ିଶାର ବରପୁତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ରଙ୍ଗବତୀ ଗୀତର ସ୍ରଷ୍ଟା ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍, ବଲିଉଡ୍ ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ମିଶ୍ର, ନାଲେ୍କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଏବଂ ପ୍ରବାସୀ ଶିଳ୍ପୋଦ୍ୟୋଗୀ ସଂଜୟ ଦାସ।

A two day long cultural Mahakumbh ‘Ama Utkarsha Odisha’, featuring the art, culture, culinary delights, artistic apparels, fabrics and textiles of Odisha was organized by the Odia communities of Mumbai. It was held at the CIDCO Ground of Navi Mumbai from 23 to 24 Feb 2019. The event was inaugurated by Governor of Jharkhand Smt Droupadi Murmu. To mark the occasion, four stalwart Odias were honoured with ‘Pride of Odisha’ (Odishara Baraputra) Award. They are Rangabati exponent Padma Shri Jitendra Haripal, noted film personality Padma Shri Sisir Mishra, NALCO CMD Dr Tapan Kumar Chand and NRO Industrialist Sanjay Das.

3:10

Biju Patnaik Birth Centenary | Interview with Nilambar Rath, CEO – OdishaLIVE

11:37

K Venkatesh I OdishaLIVE – Interview (Exclusive)