in

ବିଜେଡି-ବିଜେପି ଉଭୟ ଦାବିଦାର : କିଏ ଗଢ଼ିବ ସରକାର?

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ବିଜେଡି କହୁଛି ‘ସରକାର ଗଢ଼ିବୁ ଆମେ। ବିଜେପିର ଦାବି ସଫଳ ହେବ ମିଶନ ୧୨୦। ଓଡ଼ିଶାରେ ସରକାର ଗଢ଼ିବାକୁ ନେଇ ବିଜେଡି ଏବଂ ବିଜେପି ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିର ମିଶନ ୧୨୦କୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ବିଜେପି ଉପ-ସଭାପତି ସମୀର ମହାନ୍ତି ଏହାର ଜବାବ ଦେଇଛନ୍ତି।

3:22

କସ୍ତୁରବା ଗାନ୍ଧିଙ୍କ ଜୀବନୀକୁ ନେଇ ଉପନ୍ୟାସ – ‘ନେପଥ୍ୟ ନାୟିକା’ ଉନ୍ମୋଚିତ | Short Video

3:22

ଅତର ନବ ଅତର (Atara Naba Atara) | Best of Bhikari Bala’s Song