in ,

କଟକରେ ନବୀନଙ୍କ ମେଗା ରୋଡ ସୋ’ | Naveen’s Road Show @ Silver City Cuttack

କଟକବାସୀଙ୍କ ମନ ଜିଣିବା ପାଇଁ ସିଲଭର ସିଟିରେ ବୁଧବାର ଅପରାହ୍ଣରେ ହାଇଟେକ ବସ୍ ଯୋଗେ ମେଗା ରୋଡ୍ ସୋ’ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ନରାଜରେ ପହଞ୍ଚିବା ପରେ ୪ଟା ୫୫ ମିନିଟରେ ମଂଟେଶ୍ୱରୀ ଗଡ଼ା ନିକଟରୁ ରୋଡ୍ ସୋ’ ଆରମ୍ଭ କରିଥିଲେ। ଏଠାରେ ଉପସ୍ଥିତ ଥିବା ଶହ ଶହ ମହିଳାମାନେ ହୁଳହୁଳି ଓ ଶଙ୍ଖ ଧ୍ୱନିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

Mun je Sapana Saudagara (ମୁଁ ଯେ ସପନ ସୌଦାଗର) – Voice: Akshaya Mohanty

Priya Bina Jhure Khali Song by Suresh Kumar @ Baisakhi 2012